Odia Creator Satya
@odiacreatorsatya
Inscritos
views
Videos
API
400
Contador de inscritos YouTube ao vivo
Loading Advanced Analytics...
Odia Creator Satya
ଏହି ଚ୍ୟାନେଲ୍ରେ ଆପଣମାନଙ୍କୁ ସରକାରୀ ଯୋଜନା, ନୂଆ ଅପଡେଟ୍, ଅନଲାଇନ୍ ଆବେଦନ ପ୍ରକ୍ରିୟା ଓ ଦୈନିକ ଜୀବନରେ ଉପଯୋଗୀ ଟେକ୍ ଟ୍ୟୁଟୋରିଆଲ୍ ବିଷୟରେ ସହଜ ଭାଷାରେ ସଠିକ୍ ସୂଚନା ଦିଆଯାଏ।📲
ଏଠାରେ ଆପଣ ଜାଣିପାରିବେ —
✔️ ନୂତନ ସରକାରୀ ଯୋଜନାର ତଥ୍ୟ
✔️ ଅନଲାଇନ୍ ଫର୍ମ କେମିତି ଭରିବେ
✔️ ମୋବାଇଲ୍ ଓ ଟେକ୍ ସମ୍ବନ୍ଧୀୟ ସହଜ ଟ୍ୟୁଟୋରିଆଲ୍
✔️ ସରକାରୀ ଡିଜିଟାଲ୍ ସେବା ବ୍ୟବହାର ପ୍ରକ୍ରିୟା
ଆମ ଲକ୍ଷ୍ୟ ହେଉଛି ସଠିକ୍ ଓ ଉପଯୋଗୀ ସୂଚନାକୁ ସହଜ ଭାଷାରେ ଆପଣଙ୍କ ପାଖକୁ ପହଞ୍ଚାଇବା। 🙌
ନୂଆ ଭିଡିଓର ଅପଡେଟ୍ ପାଇଁ ଚ୍ୟାନେଲ୍ଟିକୁ SUBSCRIBE କରନ୍ତୁ ଓ ସାଙ୍ଗମାନଙ୍କ ସହ ସେୟର୍ କରନ୍ତୁ। 🔔
You can contact me on👉 [email protected]
ଏହି ଚ୍ୟାନେଲ୍ ଟିକୁ ଭିସିଟ୍ କରିଥିବାରୁ ଧନ୍ୟବାଦ୍🙏♥️
Embed
Acompanhe inscritos do YouTube em tempo real. Estatísticas ao vivo, visualizações, criadores e busca por nome de usuário.
Videos
Subhadra yojana 5th Installment Date😱ଆସିଲା ଫାଇନାଲ ତାରିଖ ଏହି ଦିନ ମିଳିବ ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା!
Uploaded
32
views
13
Likes
1
Comments
About RealtimeSubCount.com
Acompanhe inscritos do YouTube em tempo real. Estatísticas ao vivo, visualizações, criadores e busca por nome de usuário.